ରାଜନୀତି

ପିନାକୀଙ୍କୁ ଟାଣିଲା ବିଜେପି – Ibnodisha

[ad_1]

ଭୁବନେଶ୍ୱର : ମହୁଆ ମୈତ୍ର ବହିଷ୍କୃତ ପ୍ରସଙ୍ଗରେ ଲେଖାଶ୍ରୀଙ୍କ ପ୍ରେସମିଟ୍ । ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସତ୍ୟପାଠର ଦର୍ଶନ ହରନନ୍ଦାନୀ ୩ ରାଜନତାଙ୍କ ନାଁ ନେଇଛନ୍ତି । ରାହୁଲ ଗାନ୍ଧି, ଶଶି ଥରୁର ଓ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁ ନେଇଛନ୍ତି । ଏମାନଙ୍କ ଉପରେ ତଦନ୍ତ ହେବା ଦରକାର କହିଲେ ଲେଖାଶ୍ରୀ । ପିନାକୀଙ୍କ ପାଖକୁ ଟଙ୍କା ଆସିଥିଲା କି ନାହିଁ , ସ୍ପଷ୍ଟ କରନ୍ତୁ ନିଜେ ପିନକୀ । ମୁଖ୍ୟମନ୍ତ୍ରୀ ମଧ୍ୟ ସାଂସଦଙ୍କ ସମ୍ପୃକ୍ତି ଅଛି କି ନାହିଁ ସ୍ପଷ୍ଟ କରନ୍ତୁ ।

The post ପିନାକୀଙ୍କୁ ଟାଣିଲା ବିଜେପି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button