ରାଜ୍ୟ

ଓଡିଶା ମୁଣ୍ଡ ତଳକୁ କରୁଛି: ଧର୍ମେନ୍ଦ୍ର – Ibnodisha

[ad_1]

ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟରେ ମହିଳା ବିରୋଧୀ ଅପରାଧକୁ ନେଇ ଆନ୍ଦୋଳନ ହେବ । କାର୍ଯ୍ୟକାରିଣୀ ନିଷ୍ପତ୍ତି ଅନୁସାରେ ମହିଳା ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । କହିଳା ଅତ୍ୟାଚାରରେ ଓଡିଶା ସମସ୍ତଙ୍କ ମୁଣ୍ଡ ତଳକୁ କରୁଛି ।

ଶାସନ ବ୍ୟବସ୍ଥା, ବିଜେଡି ନେତା ମନ୍ତ୍ରୀଙ୍କ ନାଁରେ ଅନେକ ଅଭିଯୋଗ । ମଦଭାଟିରୁ ବିପୁଳ ଟଙ୍କା ଜବତ ଘଟଣାରେ ମଧ୍ୟ ରଖିଲେ ପ୍ରତିକ୍‌୍ରୟା । ମୋଦି ସରକାର କାହାକୁ ଛାଡିବେନି, ଯିଏ ଲୁଟୁଛି ତାକୁ ଜେଲ୍ ପଠାଯିବ । ଯେଉଁମାନଙ୍କୁ ଉତ୍ତର ଦେବାକୁ ପଡିବ ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ବେ୨ାଲି ଗଣମାଧ୍ୟମ ଆଗରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button