ରାଜ୍ୟ
ଶିଶୁ ଅଦଳବଦଳ ଅଭିଯୋଗ: ଆଟେଣ୍ଡାଣ୍ଟ ସସ୍ପେଣ୍ଡ – Ibnodisha

[ad_1]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ କରିଥିବା ସୂଚନା ରହିଛି । ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି କହିଲେ ନିର୍ଦ୍ଦେଶକ ।
ମନ୍ଦିର ପରିସର କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
[ad_2]