ରାଜ୍ୟ

ନିଶା ନେଲା ଯୁବକଙ୍କ ପ୍ରାଣ – Ibnodisha

[ad_1]

young man dead, forest depat worker attacked thinking that he is a hunter

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପାଲଟପୁର ଗ୍ରାମର ଗିରିଶ ନାୟକଙ୍କ ପୁଅ ଶ୍ରବଣ କୁମାର ନାୟକ (୨୪)ଙ୍କର ଅକାଳ ବିୟୋଗ ହୋଇଯାଇଛି। ଅଭିଯୋଗ ଅନୁସାରେ ଅତ୍ୟଧିକ ନିଶା ତଥା ଡ୍ରଗ୍ସ ସେବନ ଏବଂ ମଦ୍ୟ ସେବନ ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ଆଲୋକର ସାଙ୍ଗ ମଙ୍ଗଳପୁର ବଜାର ବଜରାପାଟ ଗ୍ରାମର ଅଚିର୍ସ ଧଳ (ଜୁଲୁ) ଗତକାଲି ଆଲୋକକୁ ଘରୁ ଡ଼ାକିନେଇ ଯାଇଥିଲା। ଦିନ ତମାମ ଜୁଲୁ ଏବଂ ଆଲୋକ ସାଙ୍ଗରେ ବିଭିନ୍ନ ଜାଗାରେ ବୁଲୁଥିବା ଦେଖିବାକୁ ମିଳିଥିଲେ।

The post ନିଶା ନେଲା ଯୁବକଙ୍କ ପ୍ରାଣ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button