ରାଜ୍ୟ

୧୦ ଡିଗ୍ରୀ ତଳେ ୪ ସହର – Ibnodisha

[ad_1]

winter

ଭୁବନେଶ୍ୱର: ବଢୁଛି ଶୀତ । ୧୦ ଡିଗ୍ରୀ ତଳେ ୪ ସହରର ରାତିର ତାପମାତ୍ରା । ୭ ଡିଗ୍ରୀ ସହ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ହୋଇଥିବା ସୂଚନା ରହିଛି । କିରେଇ ଓ ଫୁଲବାଣୀ ୯ ଡିଗ୍ରୀ, ଦାରିଙ୍ଗବାଡି ୯.୫ ଡିଗ୍ରୀ, କଟକ ଓ ଭୁବନେଶ୍ୱର ତାପମାତ୍ରା ୧୫.୫ ଡିଗ୍ରୀ ରହିଥିବା ସୂଚନା ରହିଛି ।

ନୀତୀଶଙ୍କୁ ସୁଶୀଲଙ୍କ ଚ୍ୟାଲେଞ୍ଜ୍‌; ସାହସ ଥିଲେ ବାରାଣସୀରୁ ନିର୍ବାଚନ ଲଢ଼

The post ୧୦ ଡିଗ୍ରୀ ତଳେ ୪ ସହର appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button