ଦେଶ

ସଂସଦ ଭବନ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା – Ibnodisha

[ad_1]

ନୂଆଦିଲ୍ଲୀ:: ସଂସଦ ଭବନ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଗତକାଲିର ଘଟଣା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ସଂସଦରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ୱାରା କଡା ଯାଂଚ ହେବ । କେବଳ ମକର ଦ୍ୱାର ଦେଇ ସାଂସଦଙ୍କୁ ପ୍ରବେଶ ଅନୁମତି । ସଂସଦ ଭବନକୁ ଆସୁଥିବା ସମସ୍ତଙ୍କୁ କଡା ଚେକିଂ । ଜୋତା ଖୋଲି ସମସ୍ତଙ୍କ ଚେକିଂ କଲେ ସୁରକ୍ଷାକର୍ମୀ ।

୧୦ ଡିଗ୍ରୀ ତଳେ ୪ ସହର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button