ଦେଶ

ଗ୍ୟାସ୍‌ ବିସ୍ଫୋରଣରେ ୨ ମୃତ, ୧୬୫ ଆହତ – Ibnodisha

[ad_1]

ନୈରୋବି: କେନିଆର ରାଜଧାନୀ ‌ନୈରୋବିରେ ଗ୍ୟାସ ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୫ ଜଣ ଆହତ ହୋଇଛନ୍ତି। ରିପୋଟର୍ ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରି ପୂର୍ବରୁ ଏହି ଘଟଣା ଘଟିଛି ବୋଲି ଜଣେ ମୁଖପାତ୍ର ଏକ ସୋସିଆଲ୍‌ ମିଡିଆରେ ଜଣାଇଛନ୍ତି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଏହି ବିସ୍ଫୋରଣର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି।

ବସ୍‌କୁ ପିଟିଲା ଟ୍ରକ୍; ୨୦ ଯାତ୍ରୀ ଆହତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button