ଦେଶ

ଆଇଡି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ – Ibnodisha

[ad_1]

ନୂଆଦିଲ୍ଲୀ: ନିର୍ବାଚନ ପରେ ଗଣତି ଦିନ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଲାଲ ବହିନୀ। ଦନ୍ତେଓ୍ବାଡା ଆଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ ହୋଇଛନ୍ତି।  ଦନ୍ତେୱାଡା ସାତଧାର ବ୍ରିଜ ନିକଟରେ  ବଡ ଧରଣର ied ବିସ୍ପୋରଣ କରିଛନ୍ତି ମାଓବାଦୀ। ଏନେଇ ଦନ୍ତେୱାଡା ଏସପି ଗୌରବ ରାଓ ଘଟଣାସ୍ଥଳକୁ ଅଧିକ ଯବାନଙ୍କୁ ପଠାଇବା ସହ ସ୍ଥାନୀୟ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି।

ଭୂକମ୍ପରେ ଥରିଲା ଲଦାଖ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button