ଦେଶ

୧୫ ଲୋକସଭା ସାଂସଦ ନିଲମ୍ବିତ – Ibnodisha

[ad_1]

ନୂଆଦିଲ୍ଲୀ : ଲୋକସଭା ଭବନର ସୁରକ୍ଷା ତ୍ରୁଟିକୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆଜି ଗୃହ ଆରମ୍ଭରୁ ପୋଡିଅମ୍ ଆଗକୁ ଆସି ବିରୋଧୀ ଦଳ ସାଂସଦ ମାନେ ହୋହଲ୍ଲା କରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିରେ ୧୫ ଜଣ ଲୋକସଭା ସାଂସଦ ନିଲମ୍ବନ ହୋଇଛନ୍ତି। ସେମାନଙ୍କ ଆଚରଣକୁ ଅଶୋଭନୀୟ ଦର୍ଶାଇ ୧୫ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି। ନିଲମ୍ବିତ ହୋଇଥିବା ସଂମସ୍ତ ସାଂସଦ ନିଲମ୍ବିତ ହୋଇଥିବା ୧୫ ସାଂସଦଙ୍କ ମଧ୍ୟରୁ ନଅ ଜଣ କଂଗ୍ରେସ, ଦୁଇଜଣ ସିପିଏମରୁ, ଦୁଇଜଣ ଡିଏମକେ ଏବଂ ଜଣେ ସିପିଆଇ ଏବଂ ଟିଏମସିରୁ ଅଛନ୍ତି। ଏହାପରେ ମଧ୍ୟାହ୍ନ ଦୁଇଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖା ଯାଇଥିଲା। ପୁଣି ଗୃହ ଆରମ୍ଭ ହେବା ପରେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ ବିରୋଧୀ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button