ରାଜନୀତି
ଓଡିଶାର ଅବକାରୀ ନୀତି ଦାୟୀ : ଧର୍ମେନ୍ଦ୍ର – Ibnodisha

[ad_1]
ଭୁବନେଶ୍ୱର : ଧୀରଜ ସାହୁ ପ୍ରସଙ୍ଗରେ ଅବକାରୀ ନୀତିକୁ ଦାୟୀ କଲେ ଧର୍ମେନ୍ଦ୍ର । ଏ ଟଙ୍କା କାହାର, ଏହାର ଲାଭାର୍ଥୀ କିଏ ଥିଲେ ପରାଚିଲେ ଧର୍ମେନ୍ଦ୍ର । ଯେଉଁମାନେ ଏହାର ଲାଭାର୍ଥୀ ଥିଲେ , ସେମାନଙ୍କୁ ଉତ୍ତର ଦେବକୁ ପଡିବ । ୨/୩ଟି ରାଜ୍ୟର ଅବକାରୀ ନୀତିର ନିର୍ଦ୍ଧାରକ ଥିଲେ ଧୀରଜ ସାହୁ । ଓଡିଶାରେ ଏତେ ଟଙ୍କା ମିଳିବା ପଛରେ ଅବକାରୀ ନୀତି ହିଁ କାରଣ । ଦୁର୍ନୀତି ଉଇ ଲାଗିଥିବା ଓଡିଶାର ଅବକାରୀ ନୀତି ହିଁ କାରଣ । ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ, ସେମାନଙ୍କୁ ଉତ୍ତର ଦେବାକୁ ପଡିବ ।
[ad_2]