ରାଜ୍ୟ

ଅନୁଭବଙ୍କୁ ବିବାହ ବଚ୍ଛେଦ ଅନୁମତି – Ibnodisha

[ad_1]

ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ । ପୂର୍ବରୁ ବିଚ୍ଛେଦ ଆବେଦନକୁ ଆଗ୍ରହ୍ୟ କରିଥିଲେ ପରିବାର ଅଦାଲତ ।

୮ ଦଫା ଦାବିକୁ ନେଇ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନର ଆନ୍ଦୋଳନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button