ରାଜନୀତି

ପାଣ୍ଡିଆନ ଏବଂ କାମିଆ ଜାନିଙ୍କୁ ଗିରଫ କରିବାକୁ ଦାବି କଲା ବିଜେପି – Ibnodisha

[ad_1]

ଭୁବନେଶ୍ୱର : କାମିଆ ଜାନିଙ୍କୁ ନେଇ ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ଯିବା ଘଟଣା । ପାଣ୍ଡିଆନ ଏବଂ କାମିଆ ଜାନିଙ୍କୁ ଗିରଫ କରିବାକୁ ଦାବି କଲା ବିଜେପି । ପ୍ରେସମିଟରେ ବିଜେପି ସଧାରଣ ସଂପାଦକ ଯତୀନ ମହାନ୍ତିଙ୍କ ଦାବି । କାମିଆଙ୍କୁ ଶ୍ରୀମନ୍ଦିର ନେଇ ଭିଡିଓ କରିବା ଜଗନା୍ନଥ ପ୍ରେମୀଙ୍କୁ ଆଘାତ ଦେଇଛି । ଅଭକ୍ଷଣୀ କାମିଆଙ୍କୁ ଶ୍ରୀମନ୍ଦିର ନେଇ ପାଣ୍ଡିଆନ ଗର୍ହିତ ଅପରାଧ କରିଛନ୍ତି । ଆଇପିସି ୨୯୫(କ)ରେ ଉଭୟଙ୍କ ନାଁରେ ମାମଲା କରି ଗିରଫ କରାଯାଉ । ମନ୍ଦିର ଭିତରକୁ କ୍ୟାମେରା ନେଇ ସୁଟିଂ ଶ୍ରାମନ୍ଦିର ଆଇନର ଉଲ୍ଲଂଘନ ।ଯେଉଁମାନେ ଏଥିରେ ସଂପୃକ୍ତ, କାର୍ଯ୍ୟାନୁଷ୍ଠାନ ହେଉ । ଶ୍ରୀମନ୍ଦିର ପ୍ରଶାସନକୁ କ୍ଷମା ମାଗୁ, ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ରେ ମନ୍ଦିର ଶୁଦ୍ଧି ହେଉ  । ନଚେତ ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଲେ ଯତୀନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button