ରାଜ୍ୟ

ବୟସ୍କ ମାସ୍କ ପିନ୍ଧନ୍ତୁ : ନିର୍ଦ୍ଦେଶକ – Ibnodisha

[ad_1]

ଭୁବନେଶ୍ୱର : ଦେଶରେ କୋଭିଡ୍ ସଂଖ୍ୟା ବଢୁଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୫ ରାଜ୍ୟରେ ୯୮% ରୋଗୀ ଅଧିକ, ୮୮% କେବଳ କେରଳରେ । ନୂଆ ଭାରିଏଣ୍ଟ ଜେଏନ୍‌-୧ ଯଦିଓ ବ୍ୟାପୁଛି କିନ୍ତୁ ସାଘାଂତିକ ହେଉନାହିଁ । ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ ଆସି ନାହିଁ । ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ, ତଥାପି ଆଲର୍ଟ ପାଇଁ କୁହାଯାଇଛି । ଜିଲ୍ଲା ହସ୍ପିଟାଲରେ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି । ପ୍ରତି ତିନି ମାସରେ ଥରେ ମକ୍ ଡ୍ରିଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଥଣ୍ଡା, କାଶ ଥିଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ,ବୟସ୍କ ମାସ୍କ ବ୍ୟବହାର କରନ୍ତୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button