ରାଜନୀତି

ରାତ୍ରି ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ : ଟୁକୁନି ସାହୁ – Ibnodisha

[ad_1]

ଭୁବନେଶ୍ୱର : ରାତିରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାସ୍ତାକଡର ଥିବା ଢାବା, ହୋଟେଲ ଡ୍ରାଇଭରଙ୍କୁ ଚା’ ଦେବେ । ମଗଣାରେ ଡ୍ରାଇଭରମାନଙ୍କୁ ଚା’ ଦିଆଯିବ, ପଇସା ଦେବେ ସରକାର । ଚା’ ପିଇବା ସହ ଡ୍ରାଇଭର ମାନେ ଉକ୍ତ ଢାବାରେ ବିଶ୍ରାମ ନେଇ ପାରିବେ । ଏନେଇ ବରିବହନ ବିଭାଗ ପକ୍ଷରୁ ନଦେର୍ଦ୍ଦଶ ଜାରି କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

The post ରାତ୍ରି ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ : ଟୁକୁନି ସାହୁ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button