ଦେଶ
ସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ୍ – Ibnodisha

[ad_1]
ନୂଆଦିଲ୍ଲୀ : ‘ଏକ୍ସ’ ହେଉଛି ଏକ ମାଇକ୍ରୋ ବ୍ଲଗିଂ ସାଇଟ । ସୋସିଆଲ ମିଡିଆ ‘ଏକ୍ସ’ର ସର୍ଭର ଡାଉନ୍ । ସର୍ଭର ଡାଉନ୍ ଯୋଗୁଁ ‘ଏକ୍ସ’ ରେ କୌଣସି ପୋଷ୍ଟ ଦେଖିହେଉନାହିଁ । ଏକ୍ସର ଟାଇମଲାଇନ ବ୍ଲାଙ୍କ୍ ହୋଇଯାଇଛି । ତେବେ ଏଥିପାଇଁ ଅସୁବିଧାରେ ପଡିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।
ଜିମ୍ବାୱେ କୋଚ୍ ପଦରୁ ହଟନ୍ଙ୍କ ଇସ୍ତଫା
[ad_2]