ରାଜ୍ୟ

ରାଉଲକେଲାରେ ବ୍ୟାପୁଛି ଭିବ୍ରିଓ କଲେରା,ଇ-କୋଲାଇ – Ibnodisha

[ad_1]

ରାଉଲକେଲା : ରାଉଲକେଲାରେ ହଇଜା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ  ଯୋଗୁଁ ବ୍ୟାପିଛି । ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଆରଜିଏସରେ ୬ ଜଣଙ୍କର ମୃତ୍ୟୁ ନେଇ ସରକାରଙ୍କ ପାଖରେ ତଥ୍ୟ ଅଛି । ଘରୋଇ ହଲ୍ପିଟାଲର ଆଉ କିଛି ଜଣଙ୍କର ମୃତ୍ୟୁ ହୋଇଥିବା ତଥ୍ୟ ଆସିଛି । ହଲ୍ପିଟାଲରେ ଆଡମିଶନ ସଂଖ୍ୟା ବଢୁନି, ଗୁରୁତରଙ୍କ ସଂଖ୍ୟା କମିଛି । ୩ ଦିନ ତଳେ ୨୦ ଥିଲେ, ଏବେ ୨ ଅଛନ୍ତି ;ଉଭୟରେ ଆଡମିଶନ ହେଉଛନ୍ତି । କାଲି ଏସିବିରୁ ୩ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି ବୋଲି ନିର୍ଦ୍ଦେଶକ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button