ରାଜ୍ୟ

ଚାଉଳରେ ବିଜେଡି କର୍ମୀ ଭୋଜି କଲେଣି: ବିଜୟ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ୱର: ଗୁଆ ଚାଉଳ ନେଇ ପୁଣି କଡା ମନ୍ତବ୍ୟ ଦେଲେ ବିଜୟ ପଟ୍ଟନାୟକ । ଗୋଟିଏ ଭୁଲକୁ ଘୋଡାଇବାକୁ ବାରମ୍ବାର ଭୁଲ୍ କରୁଛନ୍ତି କହିଲେ ବିଜୟ ପଟ୍ଟନାୟକ । ସେ କହିଛନ୍ତି ଗୋଟିଲ ଭୁଲ କରି ତାକୁ ଅସ୍ୱୀକାର କଲେ ଆଉ ଏକ ଭୁଲ୍ ହେବ । ଜଗନ୍ନାଥଙ୍କ ନାଁରେ ଚାଉଳ ମାଗିବା କେତେ ଗ୍ରହଣୀୟ, ଭାବିବାର ଥିଲା । ଯଦି ବି ଚାଉଳ ଆଣିଲେ ତାକୁ ସେହିଦିନ ହିଁ ବ୍ୟବହାର କରିବାର ଥିଲା । ଏହା ଏକ ଦଳୀୟ ଯୋଜନା, ତେଣୁ ଦଳ ଏହା କାର୍ଯ୍ୟକ୍ରମରେ ବ୍ୟବହାର କଲେ । ଏହାଦ୍ୱାରା ଜଗନ୍ନାଥଙ୍କୁ ଅଧିକରୁ ଅଧିକ ଅବମାନନା କରାଯାଉଛି ବୋଲି କହିଲେ ବିଜୟ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button