ଦେଶ
ଇରାକର ୟୁନିଭର୍ସିଟିରେ ଅଗ୍ନିକାଣ୍ଡ ; ୧୪ ମୃତ – Ibnodisha

[ad_1]
ନୂଆଦିଲ୍ଲୀ : ଇରାକର ଏକ ୟୁନିଭର୍ସିଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ଶନିବାର ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏର୍ବିଲ୍ ସ୍ଥିତ ୟୁନିଭର୍ସିଟିର ହଷ୍ଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ୧୮ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସର୍ଟସର୍କିଟରୁ ନିଆଁ ଲାଗି ଥିବା ନେଇ ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
[ad_2]




