IBN ଓଡ଼ିଶା ବ୍ୟୁରୋ

କେବେ ଦିଅର ତ କେବେ ଦେଢଶୁରଙ୍କ ସହ ବି ଶୋଇବାକୁ ପଡେ ଏଠାକାର ସ୍ତ୍ରୀଲୋକଙ୍କୁ, ଏହା ପଛର କାରଣ ଜାଣିଲେ ଆପଣ ଚମକି ପଡିବେ ?

ଆପଣମାନେ ଜାଣିଥିବେ ପୁରାଣ ଯୁଗରେ ଦ୍ରୈପଦୀଙ୍କର ୫ଟି ସ୍ୱାମୀ ଥିଲେ ତଥାପି ତାଙ୍କୁ ସତୀ ବୋଲି ମାନନ୍ତି କିନ୍ତୁ କଳିଯୁଗରେ ସେମିତି ହୁଏନାହିଁ ଆଜ୍ଞା। କଳିଯୁଗରେ ଯଦି ଗୋଟିଏ ସ୍ତ୍ରୀର ଅନେକ ସ୍ବାମୀ ଥିବେ ତେବେ ତାକୁ ସତୀ ବୋଲି କେବେ କୁହାଯିବ ନାହିଁ।

ସେହିଭଳି ଗୋଟିଏ ଘଟଣା ଘଟିଛି ରାଜସ୍ଥାନରେ‌। ସେଠାକାର ଜଣେ ବିବାହ କରନ୍ତି ଜଣକୁ ହେଲେ ସେ ଶା-ରି-ରୀ-କ ସ-ମ୍ପ-ର୍କ ରଖନ୍ତି ଅନେକଙ୍କ ସହିତ। ମାନେ ତାଙ୍କ ସ୍ବାମୀ ଭାଇ ମାନଙ୍କ ସହିତ। ଚାଲନ୍ତୁ ଜାଣିବା କଣ ସେହି ଘ-ଟ-ଣା, କାହିଁକି ସେମାନେ ଏପରି କରନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯାହା ନାରୀଙ୍କ ବିଷୟରେ, ନାରୀଙ୍କ ଅନେକ ସ୍ୱାମୀ ବିଷୟରେ ତାହା ଘଟିଛି ରାଜସ୍ଥାନର ଅଲୁଆରରେ।

ଅଲୁଆରରେ ଗୋଟିଏ ପରିବାର ଯେଉଁଠି ଯେଉଁ ଗାଁ ଅଛି ସେଇମାନଙ୍କର କିଛି ପରମ୍ପରା ରହିଛି। ସେଇଠି ଯଦି ଗୋଟିଏ ଝିଅ ବିବାହ କରି ତାର ଶାଶୁ ଘରକୁ ଯାଏ ତେବେ ସେଇଠି ତାର ଦିଅର ଏବଂ ଦେଢଶୁର ସହିତ ଶା-ରୀ-ରି-କ ସଂ-ପ-ର୍କ- ରଖିବାକୁ ପଡ଼ିଥାଏ। ତାଙ୍କ ସହିତ ମଧ୍ୟ ସ୍ତ୍ରୀ ଭଳି ସମ୍ପର୍କ ରଖି ଅତିବାହିତ କରିବାକୁ ପଡେ। ଏମିତି କାହିଁକି ହୋଇଥାଏ।

ଏମିତି କେଉଁ ସ୍ବାମୀ ଚାହିଁବ ନିଜ ସ୍ତ୍ରୀକୁ ତାର ଭାଇ ମାନଙ୍କ ସହ ବାଣ୍ଟିବା ପାଇଁ କିନ୍ତୁ ସେହି ଗାଁରେ ସେମିତି ପରମ୍ପରା ରହିଛି ଏବଂ ତାହା ମଧ୍ୟ ବହୁତ କ-ଡା-କ-ଡି। ଯଦି କୌଣସି ସ୍ବାମୀ ସ୍ତ୍ରୀ ଏହି ନି-ୟ-ମକୁ ଉ-ଲ୍ଲଂ-ଘ-ନ କରନ୍ତି ତେବେ ପରମ୍ପରା ଅନୁଯାୟୀ ସେମାନଙ୍କୁ ଦ-ଣ୍ଡି-ତ ମଧ୍ୟ କରାଯାଏ।

ଏହାକୁ ସେମାନଙ୍କ ପଞ୍ଚାୟତ ଲୋକଙ୍କ ସାମ୍ନାରେ ଦ-ଣ୍ଡ ଦିଆଯାଏ ନହେଲେ ସେମାନଙ୍କୁ ଗାଁରୁ ବାହାର କରି ଦିଆଯାଏ। ଏହି ଘଟଣା ଏମିତି ହୁଏ ଯେତେବେଳେ ଗୋଟିଏ ନାରୀ ବିବାହ କରି ନିଜ ଶାଶୁ ଘରକୁ ଆସେ ନିଜ ଘର ସଂସାର କରେ, ନିଜ ଶାଶୁ ଶ୍ୱଶୁରଙ୍କ ସହିତ ଘର ସଂସାର କରି ଖୁସିରେ ରହିବାକୁ ଚେଷ୍ଟା କରେ ସେତେବେଳେ ଏହି କା-ଣ୍ଡ ଘ-ଟି-ଥା-ଏ।

ସେତେବେଳେ ସେ ନାରୀକୁ ତାର ଦିଅର ସହିତ ତା’ର ଦେଢଶୁର ସହିତ ସ-ମ୍ପ-ର୍କ ରଖିବାକୁ ପଡେ ଏବଂ ଏହା ପୁଣି ବାଧ୍ୟତାମୂଳକ। ଏପରି କରିବା ପାଇଁ ତାଙ୍କ ସ୍ବାମୀ ଏବଂ ଶାଶୁ ଶ୍ୱଶୁର ବାଧ୍ୟ କରନ୍ତି ଯେ ପ୍ରତ୍ୟେକ ରାତିରେ ତାଙ୍କ ପରିବାରର ଯେତିକି ଭାଈ ଅଛନ୍ତି ତାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ। ଯେତେବେଳେ କାରଣ ଜାଣିବାକୁ ଚେଷ୍ଟା କଲୁ କେଉଁ କାରଣ ପାଇଁ ଏହିପରି ଘଟୁଛି, ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଏହି ଗାଁରେ ଜମି ଅଭାବ ପାଇଁ ଏପରି ଘ-ଟ-ଣା ଘ-ଟୁ-ଛି।

ସେଥିପାଇଁ ସେଠାକାର ଲୋକମାନେ ଖୁବ୍ କମ୍ ଯାଗାରେ ଘରଦ୍ୱାର କରି ରହିଛନ୍ତି। ଯଦି ଗୋଟିଏ ଭାଇ ଭିନ୍ନ ହୁଏ ତେବେ ସେ ତାର ପରିବାରର ନିରାପତ୍ତା ପାଇଁ ଅଲଗା ହୋଇ ରୁହେ କିନ୍ତୁ ଏଠାକାର ନିୟମ ଗୋଟିଏ ଝିଅକୁ ମିଳିମିଶି ସମସ୍ତ ଭାଈ ଶା-ରୀ-ରି-କ ସ-ମ୍ପ-ର୍କ ରଖିବେ ପରିବାରର ସନ୍ତୁଳନ ପାଇଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button