IBN ଓଡ଼ିଶା ବ୍ୟୁରୋ

“ମମି ପାପା ମୋ ସ୍ଵିସାଇଡର କାରଣ ମୋର ସ୍କୁଲ ଟିଚର, ସେ ସବୁବେଳେ ମୋତେ..” ଲେଖି ଛାତ୍ରୀ କଲେ ସ୍ଵିସାଇଡ

ଛାତ୍ରୀ ଜଣଙ୍କ କପୁର କଲୋନୀରେ ରୁହନ୍ତି ଯିଏ ବୁଧବାରକୁ ନିଜ ଘରେ ଫାଶି ଲଗାଇ ଜୀବନ ଦେଇ ଦେଲେ । କେଏମବି ସଂସ୍କୃତ ସ୍କୁଲ ରେ ପଢୁଥିବା ଛାତ୍ରୀ ଜଣଙ୍କର ମୃତ୍ୟୁର କାରଣ ସେତେବେଳେ ଜଣା ପଡିଲା ଯେତେବେଳେ ଘର ଲୋକଙ୍କୁ ତା ରୁମରେ ଏକ ଚିଠି ମିଳିଲା ଯେଉଁଥିରେ ଲେଖା ଥିଲା କି ତା’ ସ୍କୁଲ ର ଏକ 32 ବର୍ଷୀୟ ମ୍ୟାଥ ଟିଚର ନରେଶ କପୁର ତାଙ୍କୁ ବହୁତ ହଇରାଣ କରୁଥିଲା । ସେଠାର ଏସଏଚଓ ଜୀବନ ସିଂହ ଚିଠିକୁ ଏକ୍ସପର୍ଟଙ୍କ ପାଖକୁ ପଠାଇଛନ୍ତି ଯାହା ଦ୍ଵାରା ଜଣା ପଡିବ କି ହ୍ୟାଣ୍ଡରାଟିଙ୍ଗ ସେହି ଛାତ୍ରୀଙ୍କର ଅଟେ କି ନୁହେଁ । କିନ୍ତୁ ତଥାପି ଟିଚର ଉପରେ କେସ ଲାଗୁ ହୋଇ ଯାଇଛି । ତା ଉପରେ ଆତ୍ମହାତ୍ୟା ପାଇଁ ବାଧ୍ୟ କରିଥିବାର କେସ ଲାଗୁ ହୋଇଛି । ଯେଉଁ ସ୍କୁଲରେ ଏହି ଟିଚର ପଢାଉଥିଲେ ସେଠାରୁ ବି ତାଙ୍କୁ ନିଲମ୍ବିତ କରା ଯାଇଅଛି ।

ମ୍ୟାଥ ଟିଚର ହଇରାଣ କରୁଥିଲା ଛାତ୍ରୀକୁ

ପିତା ରାଜେସ ମେହତା କହିଲେ କି ଯେଉଁ ଚିଠି ମିଳିଛି ସେଥିରେ ଲେଖା ଅଛି କି ତାକୁ ବାଧ୍ୟ କରାଯାଇଥିଲା ନହେଲେ ସେ ନିଜ ଜୀବନ ଦେଇ ନଥାନ୍ତା । ତାର ଟିଚର ନରେଶ ସିଂହ ସବୁବେଳେ ତା ଉପରେ ରାଗୁଥିଲେ । ଭୁଲ ଆଉ କେହି କରୁଥିଲେ ମଧ୍ୟ ତାକୁ ଗାଳି କରୁଥିଲେ । ସେ ଏହା ବି ଲେଖିଥିଲା କି ଯଦି ବିଶ୍ଵାସ ହେଉ ନାହିଁ ତେବେ କ୍ଳାସ ର ଅନ୍ୟ ଛାତ୍ରଙ୍କୁ ପଚାରି ପାରନ୍ତି । ମୁଁ କେବେ କୌଣସି ଭୁଲ କରୁ ନଥିଲି କିନ୍ତୁ ସବୁବେଳେ ମୋ ଉପରେ ରାଗୁଥିଲେ ଓ କେବଳ ମୁ ନୁହେଁ କ୍ଲାସ ର ପ୍ରତ୍ୟେକ ଛାତ୍ରଙ୍କୁ ଗାଳି କରୁଥିଲେ ।

ନିଜ ମା’ଙ୍କୁ କହିସାରିଥିଲା ବହୁତ ଥର ଏହି କଥା

ତା ମା’ଙ୍କ କହିବା କଥା କି କିଛି ଦିନରୁ ତାଙ୍କ ଝିଅର ପାଠ ପଢାରେ ମନ ଲାଗୁ ନଥିଲା ଓ କ୍ଳାସରେ ତାର ପ୍ରଦର୍ଶନ ବି ଭଲ ନଥିଲା । ସେ ସବୁବେଳେ ତା ମା’ଙ୍କୁ କହୁଥିଲା ମୁ ସ୍କୁଲ ଯିବି ନାହିଁ, ମୁଁ ପଢିବି ନାହିଁ କିନ୍ତୁ ତା’ ମା’ କେବେ ବି ଜାଣିବାକୁ ଚେଷ୍ଟା କରି ନାହାଁନ୍ତି କି କଥା କଣ ?

କ୍ଳାସ ରେ ପଢୁଥିବା ତାର ଅନ୍ୟ ସାଙ୍ଗମାନଙ୍କୁ ପଚରା ଗଲାରୁ ତେବେ ସେମାନେ ବି ସେହି କଥା କହିଥିଲେ ଯାହା ରାଜେସ ମେହତାଙ୍କ ଝିଅ ସ୍ଵିସାଇଡ ନୋଟ ରେ ଲେଖିଥିଲା । ଟିଚର କେତେ ବି ଚେଷ୍ଟା କଲେ ମଧ୍ୟ ଏହା ପ୍ରମାଣ ହୋଇ ଯାଇଛି କି ରାଜେସ ମେହତାଙ୍କ ଝିଅ ପାଖରେ ଅନ୍ୟ କୌଣସି ରାସ୍ତା ନଥିବା କାରଣରୁ ସେ ଶେଷରେ ଟିଚରଙ୍କ କାରଣରୁ ସ୍ଵିସାଇଡ କରିଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button