IBN ଓଡ଼ିଶା ବ୍ୟୁରୋ

ପୁରୁଣାରୁ ପୁରୁଣା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଯିବ ଭଲ, ବାସ ଖାଇ ନିଅନ୍ତୁ 2 ତନକର ଏହି ଜିନିଷ

ଯେତେବେଳେ ଆମକୁ ଶରୀରରେ କେଉଁ ସ୍ଥାନରେ ବ୍ୟଥା ହୋଇଥାଏ ତେବେ ସେହି ସମୟରେ ଆମେ କିଛି ଔଷଧର ସେବନ କରିଥାଉ । କିନ୍ତୁ ଯାହାକି ଭୁଲ ଅଟେ । ଆଜି ଆମେ ଆପଣଙ୍କୁ ଆଣ୍ଠୁ ବ୍ୟଥା, ଗଣ୍ଠି ବ୍ୟଥାର ଏକ ଏମିତି ଚିକିତ୍ସା କହିବୁ ଯାହାକି ସରଲ ଅଟେ । କହିବାକୁ ଗଲେ ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି ତେବେ ଆପଣଙ୍କର ଆଣ୍ଠୁ ବ୍ୟଥା ଓ ଗଣ୍ଠି ବ୍ୟଥା ଭଳି ସମସ୍ୟାର ସାମ୍ନା କରିବାକୁ ପଡିବ । ୫୦ ବର୍ଷ ପରେ ଆମର ଶରୀରରେ କ୍ୟାଲସିୟମର ମାତ୍ରା ଧୀରେ ଧୀରେ କମ ହୋଇଯାଏ ।

ଏମିତିରେ ୫୦ ବର୍ଷ ପର ଠାରୁ ହିଁ ଆଣ୍ଠୁ ବ୍ୟଥା ଭଳି ସମସ୍ୟା ଆରମ୍ଭ ହୋଇଯାଏ । କିନ୍ତୁ ଆପଣ ନିଜ ଶରୀରର କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ମାର୍କେଟରୁ କ୍ୟାଲସିୟମର ଔଷଧ ଆଣନ୍ତୁ ନାହିଁ । ଆପଣ ମାତ୍ର ୨ ଟଙ୍କାରେ ନିଜର ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ଆପଣ ୨ ଟଙ୍କାର କେବଳ ଚୂନ ନେଇ ଆସନ୍ତୁ ।

ପୁରା ଦିନରେ ୧ ଗ୍ରାମ ଚୂନର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୋଇଯିବ । ଏହା ଆପଣଙ୍କ ଶରୀରରେ ବାତ ସମସ୍ୟାକୁ ବି ଦୂର କରିବ । ଶରୀର କମଜୋର ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଶରୀରରେ ଭିଟାମିନ Dର ଅଭାବ ।

ଏହାର କାରଣ ହେଉଛି ସୂର୍ଯ୍ୟ କିରଣରେ ନ ବାହାରିବା । କହିବାକୁ ଗଲେ ସୌରସେଲ ଯେମିତି ସୂର୍ଯ୍ୟର କିରଣକୁ ବିଜୁଳିରେ ପରିବର୍ତ୍ତନ କରିଥାଏ ଠିକ ସେହିଭଳି ଆମର ଶରୀରର ସୂର୍ଯ୍ୟ କିରଣକୁ ଭିଟାମିନ Dରେ ପରିଣତ କରିଥାଏ । କିନ୍ତୁ ଆମେ ସୂର୍ଯ୍ୟ କିରଣରେ ବାହାରକୁ ବାହାରୁ ନାହିଁ ସେଥିପାଇଁ ଆମର ଶରୀରର ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟ କିରଣ ମିଳୁ ହିଁ ନାହିଁ ।

ଯଦି ଆପଣ ସୂର୍ଯ୍ୟ କିରଣରେ ବାହାରକୁ ୩୦ ମିନିଟ ବି ବାହାରାକୁ ବାହାରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଶରୀରରକୁ ଭିଟାମିନ D ମିଳିଥାଏ ଓ ଏହି ଭିଟାମିନ D ଆମ ଶରୀରର ବହୁତ ରୋଗକୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କୁ ମୋଟପା ଅଛି ତେବେ ବି ଭିଟାମିନ D ଆପଣଙ୍କ ମୋଟାପାକୁ କମ କରି ପାରିବ ।

ଶରୀରର କମଜୋର, ଆଣ୍ଠୁ ବ୍ୟଥା, ଗଣ୍ଠି ବ୍ୟଥା ପାଇଁ ଆମେ ଆପଣଙ୍କୁ ଗୋଟିଏ ଭଲ ତେଲ କହୁଛୁ । ଏଥିପାଇଁ ଆପଣଙ୍କୁ ଦୁଇଟି ତେଲ ନେବାର ଅଛି । ରାଶି ତେଲ ଓ ଲବଙ୍ଗ ତେଲ । ଯଦି ଆପଣ ଏହି ଦୁଇଟି ତେଲକୁ ମିଶାଇ ସେହି ତେଲ ଦ୍ଵାରା ନିଜ ଶରୀରକୁ ମସାଜ କରିବେ ତେବେ ଆପଣ ଶରୀରର ସମସ୍ତ ପ୍ରକାରର ବ୍ୟଥାକୁ ଠିକ କରି ପାରିବେ । ଯଦି କେହି ମୋଟା ଅଛନ୍ତି ତେବେ ସବୁଦିନ ସେ ସକାଳେ ଖାଲି ପେଟ ଗୋଟିଏ ଚାମଚ ରାଶି ତେଲର ସେବନ କରିବା ଉଚିତ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଓଜନ ୫ ରୁ ୧୦ କିଲୋ କମ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button