IBN ଓଡ଼ିଶା ବ୍ୟୁରୋ

ଶରୀରରେ ଧଳାଦାଗ ଥିଲେ କରନ୍ତୁ ଏହି ଉପାୟ, ଲିଭିଯିବ ସବୁ ଦାଗ

ଅନେକ ଲୋକଙ୍କ ମୁହଁରେ ବା ଶରୀରରେ ଧଳା ଦାଗ ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତି କି ତ୍ୱଚାରେ ଧଳା ଦାଗ ଥିଲେ ତାହା ସମୟକ୍ରମେ ବଡ଼ ହୋଇଥାଏ। ବିଶେଷ କରି ଶରୀରର ଯେଉଁ ସ୍ଥାନରେ ସୂର‌୍ୟ୍ୟକିରଣ ପଡେ ନାହିଁ,ସେଠାରେ ଏଭଳି ଘଟିଥାଏ।

ଯଦି ଧଳା ଦାଗରେ କୌଣସି ପ୍ରକାରର କ୍ଷତ ସୃଷ୍ଟି ହୋଇଥାଏ,ଯାହାର ଚିକିତ୍ସା ନ କଲେ ତାହା ବଢିଯାଏ। ଯେଉଁଠାରେ ଧଳା ଦାଗ ଥାଏ,ସେଠି କୁଣ୍ଢେଇ ହୋଇଥାଏ। ଶରୀରରେ ଧଳାଦାଗ ଥିଲେ ତାହା ଆପଣଙ୍କୁ ମାନସିକ ଓ ଶାରୀରିକ ରୂପେ ପ୍ରଭାବିତ କରିଥାଏ।

 

ଆଉ ଏକ ବିଶ୍ୱାସ ଯେ ଧଳା ଦାଗ କୁଷ୍ଠ ରୋଗର ଲକ୍ଷଣ, କିନ୍ତୁ ଏହା ସତ୍ୟ ନୁହେଁ। ଏପରିକି ତାହା ସଂକ୍ରାମକ ବି ନୁହଁନ୍ତି। ଏଥିପାଇଁ ସ୍ପର୍ଶ,ରକ୍ତ,ସମ୍ଭୋଗ,ନିଃଶ୍ୱାସ ନେବା ଭଳି କାର‌୍ୟ୍ୟ କରିଥିଲେ ମଧ୍ୟ ଅନ୍ୟ ବ୍ୟକ୍ତିକୁ ତାହା ସଂକ୍ରମିତ ହୋଇନଥାଏ।ଏଣୁ ଆପଣଙ୍କୁ ଏହାକୁନେଇ ଆଦୌ ବ୍ୟତିବ୍ୟସ୍ତ ହେବାର ନାହିଁ। ବରଂ ଉପଯୁକ୍ତ ଚିକିତ୍ସା କରିବା ଦରକାର ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button