IBN ଓଡ଼ିଶା ବ୍ୟୁରୋ

ନାଭିରେ ଲଗାଇ ଦିଅନ୍ତୁ ଏହି ଚମତ୍କାରୀ ତୈଳ ! ଧଳା ହୋଇଯାଉଥିବା କେଶ, ଗୋଟି ଗୋଟି କରି କଳା ହେବାକୁ ଲାଗିବ…Health Care Tips

ନମସ୍କାର ବନ୍ଧୁଗଣ , ନାଭିରେ ତେଲ ପକେଇ ବାର ଅନେକ ଚମତ୍କାରୀ ଫାଇଦା । ଆପଣମାନେ ଶୁଣି କି ଆଶ୍ଚର୍ଯ୍ୟ ହେଇଯିବେ ବନ୍ଧୁଗଣ ନାଭିରେ ଏହି ତେଲ ଗୁଡାକୁ ପକେଇବା ଦ୍ଵାରା ମିଳିଥାଏ ଚମତ୍କାରୀ ପ୍ରଭାବ , ଆମେ ସମସ୍ତେ ଜାଣିଛୁ ଯେ ଯେତେ ବେଳେ ଶିଶୁ ଗର୍ଭ ରେ ରହିଥାଏ ତେବେ ନାଭି ବାଟୁ ଖାଦ୍ୟ , ନିଶ୍ଵାସ , ପାଣି  ଆଦି ଶିଶୁ ମଧ୍ୟ କୁ ଯାଇଥାଏ । ତେଣୁ ନାଭି ର ସଂଯୋଗ ରହିଛି ଆମ ଶରୀର ର ପ୍ରତ୍ୟେକ ଅଙ୍ଗ ସହିତ ।

ମାତ୍ର ଆପଣ ନାଭି ରେ ସବୁ ଦିନ ପକେବା ଅନୁଚିତ୍ ହୋଇଥାଏ । ସେଥିପାଇ ଆୟୁର୍ବେଦ ଅନୁସାରେ  ସପ୍ତାହ ରେ ଗୋଟିଏ ଦିନ ଯେଉଁ ଦିନ ଆପଣଙ୍କୁ ସୁବିଧା ହୋଇଥାଏ । ସେହି ଦିନରେ ତେଲ କୁ ପ୍ରୋୟଗ କରନ୍ତୁ । ଏବେ ଆସନ୍ତୁ ଜାଣିବା ନାଭିରେ କେଉଁ କେଉଁ ତେଲ  ପକେଇବା ଦ୍ଵାରା କେଉଁ  ସବୁ ରୋଗ ଦୂର ହୋଇଥାଏ ।

1 – ଶୀତ ଦିନମାନଙ୍କ ରେ ରାତି ସମୟରେ ସୋରିଷ ଟେକ କୁ ନାଭି ରେ ପକେଇ ବା ଦ୍ଵାରା ଯେଉଁମାନଙ୍କର ଓଟ ଫଟି ଯାଇଥାଏ , ହାତ ଗୋଡ ଶୁଖି ଯାଏ  ଦୂର କରିଥାଏ । ଏହା ଛଡା ଏହା ଓଠକୁ ଗୋଲାପ କରିବାରେ ସାହାଯ୍ୟ କରିଥାଏ ଏବଂ  ମୁହଁ କୁ ତେଲିଆ କରିଥାଏ । ସୋରିଷ ତେଲ କୁ ନାଭି ରେ ପକେଇବା ଦ୍ଵାରା ରାତିରେ ଭଲ ନିଦ ହୋଇଥାଏ ଏବଂ ଓଠ ପାଇଁ ବହୁତ ଭଲ ହୋଇଥାଏ ।

2 – ଗରମ ଦିନମାନଙ୍କରେ ନାଭିରେ ନଡିଆ ତେଲ କୁ ପକେଇବା ଉଚିତ୍ ହୋଇଥାଏ । ଯେଉଁମାନଙ୍କ ମୁହଁ ରେ ଦାଗ ହୋଇଯାଏ , ଆଖି ର ତଳ ଭାଗରେ କଳା ଚିହ୍ନ ହୋଇଯାଇଥାଏ , ଚୁଟି ଧଳା ପଡିଯାଏ ତେବେ ଏହି ସବୁ ପାଇଁ ଆପଣଙ୍କୁ ନାଭିରେ ନଡିଆ ତେଲ କୁ ପକେଇବା ନିଶ୍ଚିତ ରୂପରେ  ପ୍ରୋୟଗ  କରିବା ଉଚିତ୍ ହୋଇଥାଏ ।

 

ଏହା ଚୁଟି କୁ କଳା ମଜବୁତ କରିବାରେ ସାହାଯ୍ୟ କରିଥାଏ । ନଡିଆ ତେଲ ରେ ବହୁତ ପ୍ରକାରର ଉପକାରିତା ରହିଥାଏ ଏହା ଚୁଟି ବୃଦ୍ଧି , କଳା ଦାଗକୁ ଲିଭେଇ ଥାଏ ବିଶେଷ କରି ଏହା ହାଡ କୁ ମଜବୁତ କରେ । 3 –  ଆପଣ almond ର ବାଦାମ ତେଲ ଗରମ ଏବଂ ଶୀତ ଉଭୟ ସମୟରେ ନାଭିରେ ପକେଇ ପାରିବେ । କାରଣ ଏହିବ ତେଲ ର ପ୍ରକୃତି ଅଧିକ ଗରମ ନା ଥଣ୍ଡା ଏହା ସବୁ ସମୟରେ ସମାନ ହୋଇଥାଏ ।

ଏହା ସହିତ ଚୁଟି କୁ କଳା କରିବାରେ , ଡାଇବେଟିସ ,  ଉଚ୍ଚ ରକ୍ତଚାପ ପାଇ ଏହା ଭଲ ହୋଇଥାଏ । ଆପଣ ଯେ କୋଣସି ତେଲ କୁ ନାଭିରେ ପକାନ୍ତୁ , କିନ୍ତୁ ସକାଳେ ଉଠି ଆପଣଙ୍କୁ ପ୍ରାଣାୟମ ନିହାତି କରିବାର ଅଛି । କାରଣ ଏହା ବିନା କୋଣସି ଉପାୟ ଫଳପ୍ରଦ ହୋଇନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button