ଦେଶ

ହେଲିକ୍ୟାପ୍ଟର ରୁ ଡେଇଁବା ପରେ ଖୋଲିଲା ନାହିଁ ପାରାଚ୍ୟୁଟ, 15000 ଫୁଟ ରୁ ତଳକୁ ପଡି ସୈନିକ ଜଣକ ଏମିତି ବଞ୍ଚେଇଲେ ନିଜ ଜୀବନ

ଗତ କିଛି ଦିନ ତଳେ ପ୍ରଶିକ୍ଷଣ ଅଭ୍ଯାସ ସମୟରେ ଜଣେ ସୈନିକ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇ ୧୫ ହଜାର ଫୁଟ ଉଚ୍ଚତାରୁ ତଳେ ପଡିଗଲେ । କୁହାଯାଉଛି କି, ବ୍ରିଟିଶ ଓ ଆମେରିକୀୟ ସୈନିକ ମାନଙ୍କର ଏକାଠି ତାଲିମ ଅଭ୍ଯାସ ହେଉଥିଲା ଓ ହାଲୋ (HALO) କରିବା ସମୟରେ ସୈନିକ ଦୁ-ର୍ଘ-ଟ-ଣା-ର ସମୁଖୀନ ହୋଇଥିଲେ।

ଏହି ପ୍ରଶିକ୍ଷଣ ଆଭାସ ସମୟରେ ଜଣେ ବ୍ରିଟିଶ ସୈନିକ ଙ୍କର ପାରାଚ୍ୟୁଟ ସଂପୂର୍ଣ୍ଣ ଭାବେ ଖୋଲି ପାରିଲା ନାହିଁ । ଯାହା ହେତୁ ସେହି ସୈନିକ ଜଣକ ୧୫ ହଜାର ଫୁଟ ଉଚ୍ଚତାରୁ ସିଧା ଭୁଇଁରେ ଆସି ପ-ଡି-ଥି-ଲେ । ରିପୋର୍ଟ ମୁତାବକ, ଉଡାଣ ସମୟରେ ସୈନିକଙ୍କ ପାରାଚ୍ୟୁଟ ବିଫଳ ହୋଇଥିଲା । ଯେତେବେଳେ ସୈନିକ ପାରାଚ୍ୟୁଟ ଖୋଲିବାକୁ ଚେଷ୍ଟା କଲେ, ସେ ତାହା ଖୋଲି ପାରିଲେ ନାହିଁ । ଯେଉଁଥି ପାଇଁ ସେ ୩୨୨ କିମି ଉତ୍ତରରେ ଆଟାସ୍କେଡ୍ରୋରେ ଯାଇ ପ-ଡି-ଲେ ।

ସୈନିକ ଜଣକ ଯାଇ ସେଠାରେ ଜଣଙ୍କ ଛାତ ଉପରେ ପଡିବା ଦ୍ଵାରା ତାଙ୍କ ଛାତ ମଧ୍ୟ ଭା-ଙ୍ଗି ଯାଇଥିଲା ଓ ସେ ସିଧା ଯାଇ ତାଙ୍କ ରୋଷେଇଘର ଭିତରେ ପଡିଥିଲେ । ତେବେ ଭାଗ୍ୟବଶତଃ ଏହି ଅ-ଘ-ଟ-ଣ ଘ-ଟି-ବା ସମୟରେ ରୋଷେଇଘରେ କେହି ମଧ୍ୟ ନ ଥିଲେ । ସୂଚନା ଅନୁଯାୟୀ ସୈନିକ ସେ ଘରେ ପ-ଡି-ବା ସମୟରେ ଘର ଖାଲି ଥିଲା । ସେଠାରେ ପଡୋଶୀ ମାନେ ଏହି ଅ-ଘ-ଟ-ଣ ଘ-ଟୁ-ଥି-ବାର ଦେଖି ନେଇଥିଲେ ଓ ସାଙ୍ଗେ ସାଙ୍ଗେ ୯୧୧ ନମ୍ବରରେ କଲ କରିଥିଲେ ।

ଯାହା ପରେ ପୋ-ଲି-ସ ସେଠାରେ ସାଙ୍ଗେ ସାଙ୍ଗେ ପହଞ୍ଚି ସୈନିକଙ୍କୁ ଉ-ଦ୍ଧା-ର କରି ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ସୈନିକ ଙ୍କର ଚିକିତ୍ସା କରା ଯାଇଥିଲା । ଆଟାସ୍କେଡ୍ରୋ ପୋ-ଲି-ସ ବିଭାଗ ନିଜ ଫେ-ସ-ବୁ-କ ପେ-ଜ-ରେ ଏହି ଘ-ଟ-ଣା ବିଷୟରେ ପୋ-ଷ୍ଟ କରି ସୈନିକଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣାଇଥିଲେ । ପୋ-ଲି-ସ କହିବା ଅନୁଯାୟୀ ଯେତେବେଳେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ସୈନିକ ଖୁବ ଯ-ନ୍ତ୍ର-ଣାରେ ଥିଲେ ଓ ଚି-ତ୍କା-ର ମଧ୍ୟ କରୁଥିଲେ । କିନ୍ତୁ ସୈନିକଙ୍କୁ କୌଣସି ଗମ୍ଭୀର ଆ-ଘା-ତ ଲାଗି ନା ଥିଲା ।

ତାଙ୍କୁ ଆଟାସ୍କେଡ୍ରୋ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଦ୍ୱାରା ଚିକିତ୍ସା କରା ଯାଇଥିଲା ଓ ଏହା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ବ୍ରିଟିଶ ଦୂତାବାସ ଅନୁଯାୟୀ ଏହି ଅଭ୍ୟାସ କାଲିଫର୍ଣ୍ଣିଆ ନ୍ୟାସନାଲ ଗାର୍ଡ ବେସ କ୍ୟାମ୍ପ ରବର୍ଟସରୁ କରା ଯାଉଥିଲା। ତେବେ ସୈନିକ ଜଣକ କେଉଁ ଦଳରୁ ଏବଂ କେଉଁ ଆମେରିକୀୟ ସୈନିକମାନଙ୍କ ସହିତ ଅଭ୍ୟାସ କରୁଥିଲେ, ତାହା ବ୍ରିଟିଶ ଦୂତାବାସ ଏହାର କୌଣସି ସୂଚନା ଦେଇ ନାହାନ୍ତି । ବ୍ରିଟିଶ ଦୂତାବାସ ଅନୁଯାୟୀ, ସୈନିକ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଏଥି ସହିତ ବ୍ରିଟିଶ ଦୂତାବାସ ସୈନିକଙ୍କୁ ସାହାଯ୍ୟ କରିଥିବା ପଡ଼ୋଶୀ ମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ହାଲୋ ଜମ୍ପ ବହୁତ ଉଚ୍ଚତାରୁ କରା ଯାଇଥାଏ | ଏହି ଜମ୍ପ ସମୟରେ ବ୍ୟକ୍ତିଙ୍କୁ ହେଲିକପ୍ଟର ଦ୍ୱାରା ୩୫ ହଜାର ଫୁଟ ଉଚ୍ଚତାରୁ ଖସାଇ ଦିଆଯାଏ | ହେଲିକପ୍ଟରରୁ ଖସିବା ପରେ ବ୍ୟକ୍ତି ୬ ହଜାର ଫୁଟ ବା ତା ଠାରୁ କମ ଉଚ୍ଚତାରେ ଥିବା ଅବସ୍ଥାରେ ହିଁ ପାରାଚ୍ୟୁଟ ଖୋଲା ଯାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button