ଦେଶ

୪ଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି – Ibnodisha

[ad_1]

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୪ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, କୃଷି ବୈଜ୍ଞାନିକ ଏମ ଏସ ସ୍ବାମୀନାଥନ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଅଛନ୍ତି। ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଭରତ ରତ୍ନ ସମ୍ମାନ ମିଳିବାର ଥିଲା, କିନ୍ତୁ ଆଜି ସେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ନାହାନ୍ତି, ତେଣୁ ମାର୍ଚ୍ଚ ୩୧ରେ ରାଷ୍ଟ୍ରପତି ତାଙ୍କ ଘରକୁ ଯାଇ ତାଙ୍କୁ ସମ୍ମାନିତ କରିବେ। ଆଡଭାନୀଙ୍କ ବ୍ୟତୀତ ସମସ୍ତ ୪ ଜଣ ବ୍ୟକ୍ତିତ୍ୱଙ୍କୁ ମରଣୋତ୍ତର ଭାରତ ରତ୍ନ ଦିଆଯାଉଛି। ତାଙ୍କ ପରିବାର ସଦସ୍ୟ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button