ରାଜନୀତି

କାହା ପ୍ରଚାର ପାଇଁ ଆସିଥିଲେ କାମିୟା : ଅନୀଲ ବିଶ୍ୱାଳ – Ibnodisha

[ad_1]

ଭୁବନେଶ୍ୱର : କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ପ୍ରଶ୍ନ ଉଠାଇଲା ବିଜେପି । କାହା ପ୍ରଚାର ପାଇଁ କାମିୟାଙ୍କୁ ଅଣାଯାଥିଲା ପଚାରିଲେ ଅନୀଲ ବିଶ୍ୱାଳ । ମାହାପ୍ରସାଦ ପ୍ରଚାର ଅନାବଶ୍ୟକ, ମହାପ୍ରଭୁଙ୍କ ବିଷୟରେ ସମସ୍ତେ ଜାଣନ୍ତି । ଶ୍ରୀମନ୍ଦିର ଭିତରକୁ କିଭଳି ଜଣେ ଗୋମାଂସ ଭକ୍ଷଣୀକୁ ପ୍ରବେଶ କରାଇଥିଲେ । କାମିୟା ଜଣେ ପେଡ୍ ବ୍ଲକର, କେତେ ଟଙ୍କା  ଦିଆଯାଇ ଅଣାଯାଇଥିଲା । ପାଣ୍ଡିଆନଙ୍କ ପ୍ରମୋସନ ପାଇଁ କେତେ ଖର୍ଚ୍ଚ ହୋଇଛି, ତାର ଖୁଲାସା ହେଉ । ମୁଖ୍ୟମନ୍ତ୍ରୀ ଏ ସମସ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ । ମୁକ୍ତି ମଣ୍ଡପ ମତ ନିଆଯାଇ ଆବଶ୍ୟକ ଥିଲେ ମହାସ୍ନାନ, ମନ୍ଦିର ଶୋଧନ ହେଉ ବୋଲି କହିଲେ ଅନୀଲ ବିଶ୍ୱାଳ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button