ରାଜନୀତି
ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି – Ibnodisha
[ad_1]
ଭୁବନେଶ୍ୱର : ଆଜି ବିଜେପି ପୁଣି ତୃତୀୟ ପର୍ଯ୍ୟାୟରେ ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୮ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ବିଜେପି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…
୧)ତେଲକୋଇ-ଫକୀର ମୋହନ ନାଏକ
୨)ଚମ୍ପୁଆ-ମୁରଲୀ ଶର୍ମା
୩)ବସ୍ତା-ରବୀନ୍ଦ୍ର ଅଣ୍ଡିଆ
୪)ବାସୁଦବେପୁର-ବାଣୀକଲ୍ୟାଣ ମହାନ୍ତି
୫)ହିନ୍ଦୋଳ-ସୀମାରାଣୀ ନାଏକ
୬)ସାଲେପୁର-ଅରିନ୍ଦମ ରାୟ
୭)କେନ୍ଦ୍ରାପଡା-ଗୀତାଞ୍ଜଳି ସେଠୀ
୮)ଖୋର୍ଦ୍ଧା-ପ୍ରଶାନ୍ତ ଜଗଦ୍ଦେବ
ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା
[ad_2]