ରାଜ୍ୟ
ବୃଦ୍ଧାଙ୍କୁ କଟୁରୀରେ ହାଣି ହତ୍ୟା – Ibnodisha

[ad_1]
ଜଗତସିଂହପୁର : ଘର ଭିତରେ ବୃଦ୍ଧାଙ୍କୁ କଟୁରୀରେ ହାଣି ହତ୍ୟା । ଏଭଳି ଅଭାବନୀୟ ଘଟଣା ବାଲିକୁଦ ଥାନା ବରଗୁଡିପଡା ଗାଁରେ ଦେଖିବାକୁ ମିଳିଛି । ଘର ଭିତରେ ପଶି ବୃଦ୍ଧାଙ୍କୁ କଟୁରୀରେ ହାଣି ମାରିଲା ଯୁବକ । ଅଭିଯୁକ୍ତ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ , ବାଲିକୁଦା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତାରୋକ ମଧ୍ୟ କରାଯାଇଛି ।
କାହା ପ୍ରଚାର ପାଇଁ ଆସିଥିଲେ କାମିୟା : ଅନୀଲ ବିଶ୍ୱାଳ
[ad_2]