ରାଜ୍ୟ

ଆଉ ଏକ ଜୀବନ ନେଲା ହଇଜା – Ibnodisha

[ad_1]

ରାଉଲକେଲା : ଆଜି ହଇଜାରେ ଆଉ ଏକ ଜୀବନ ଚାଲିଯାଇଛି । ମୃତକ ଜଣଙ୍କ ହେଲେ ପଙ୍କଜ ମଣ୍ଡଳ। ପଙ୍କଜଙ୍କୁ ମିଶାଇ ଆଜି ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୧୦୦୦ରୁ ଅଧିକ ଲୋକ ବିଭିନ୍ନ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାଇ ,ସପ୍ତାହେ ତଳେ ପାୱାରହାଉସ୍‌ ଅଞ୍ଚଳର ପଙ୍କଜ ମଣ୍ଡଳ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗତ ୭ ଦିନ ହେଲା ଚିକିତ୍ସା ଚାଲିଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପଙ୍କଜଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button