ରାଜ୍ୟ

ସୁରକ୍ଷିତ ରକ୍ତ ଯୋଗାଅ : ହାଇକୋର୍ଟ – Ibnodisha

[ad_1]

ବ୍ୟୁରୋ : ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକର୍ଟଙ୍କ ନିଦେ୍ର୍ଦଶ । ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ବ୍ୟବସା୍ଥ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ । ୧୧ ଟି ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ହୋଇପାରୁଛି । ଅବଶିଷ୍ଟ ୪୫ଟି ରକ୍ତ ଭଣ୍ଡାରରେ ଉପଲବ୍ଧ ହେବ ‘ନାଟ୍’ ପରୀକ୍ଷା । ଭଣ୍ଡାରରେ ‘ନାଟ୍’ ପରୀକ୍ଷା ବ୍ୟବସ୍ଥା ପାଇଁ ଆବେଦନ ହୋଇଥିଲା ।

ଓଡିଶାରୁ ଟଳିଲା ବାତ୍ୟା ବିପଦ !

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button