ରାଜ୍ୟ

ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲାର ସମୀକ୍ଷା ବୈଠକ

ମାଜ ଡିଜିଟାଲ ଡେସ୍କ: ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲାର ସମୀକ୍ଷା ବୈଠକ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି। ଏହି ଦୁଇ ଜିଲାରେ ଦଳକୁ ଆହୁରି କିପରି ମଜବୁତ କରିପାରିବେ ସେନେଇ ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ ରହିଛି।

ବିଜେଡି ୨୪ବର୍ଷ ଶାସନରେ ରହି ସବୁ ବର୍ଗର ଲୋକଙ୍କ ପାଇଁ କରିଥିବା ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇ ଲୋକଙ୍କୁ ଅବଗତ କରାଇବାକୁ ଲକ୍ଷ୍ୟ ରଖାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button