ରାଜ୍ୟ
ମଦଭାଟିରେ ପୁଣି ଆଇଟି ରେଡ୍ – Ibnodisha

[ad_1]
ବୌଦ୍ଧ : ବୌଦ୍ଧ ଡିଷ୍ଟେଲେରୀ ଦେଶୀ ମଦଭାଟିରେ ପୁଣି ଆୟକର ଟିମ୍ । ଅଧିକ ଯାଞ୍ଚ ପାଇଁ ଡିଷ୍ଟେଲେରୀ ପରିସରରେ ୬ ଜଣିଆ ଆୟକର ଟିମ୍ । ୬ଟି ବ୍ୟାଗ୍ରେ କାଗଜପତ୍ର ଭର୍ତ୍ତି କରି ନେଇଗଲେ ଟିମ୍ ସଦସ୍ୟ ।
ନୟାଗଡ ସବ୍ରେଜିଷ୍ଟ୍ରାର ଗିରଫ
[ad_2]



