ରାଜନୀତି
ସାମ୍ବାଦିକଙ୍କୁ ବୟକଟ ଦୁର୍ଭାଗ୍ୟଜନକ : ଅପରାଜିତା – Ibnodisha

[ad_1]
ଭୁବନେଶ୍ୱର : ୧୪ ଅଙ୍କରଙ୍କ କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ବର୍ଜନ ନିଷ୍ପତି ପ୍ରସଙ୍ଗ | ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ବୟକଟ ନିଷ୍ପତିକୁ ଦୁର୍ଭାଗ୍ୟଜନକ କହିଲେ ଅପରାଜିତା | ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନିଶ୍ଚିତ ହୋଇଯାଇଛି | ପ୍ରଧାନମନ୍ତ୍ରୀ ପଦ ଆଉ ଖାଲି ନାହିଁ, ଇଣ୍ଡିଆ ମେଣ୍ଟ ହତାଶ | ନିଜ ଭବିଷ୍ୟତ କୁ ନେଇ ଇଣ୍ଡିଆ ମେଣ୍ଟ ହତୋସôାହିତ ହୋଇପଡିଛି | ସାମ୍ବାଦିକଙ୍କୁ ଉତ୍ତର ଦେଇ ନପାରି ବୟକଟ କରିବା ଦୁର୍ଭାଗ୍ୟଜନକ ବୋଲି କହିଲେ ଅପରାଜିତା |
[ad_2]




