ରାଜନୀତି

ମନରେଗା ମଜୁରୀ ୩୦୦ ହେଉ – Ibnodisha

[ad_1]

ଭୁବନେଶ୍ୱର : ଓଡିଶାରେ ମନରେଗା ଶ୍ରମିକଙ୍କ ମଜୁରୀ ବଢାଇବାକୁ ଦାବି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କା କରିବାକୁ ବିଜେପିର ଦାବି । ଅନ୍ୟ ରାଜ୍ୟମାନେ ଓଡିଶାଠାରୁ ଅଧିକ ମଜୁରୀ ଦେଉଛନ୍ତି ବୋଲି ସଜ୍ଜନ କହିଛନ୍ତି । ଓଡିଶା ସରକାର ମେସିନରେ କାମ କରୁଛନ୍ତି । ଓଡିଶା ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟ ସରକାର କର୍ମ ଯୋଗାଣରେ ବିଫଳ ହୋଇଛନ୍ତି ।

କ୍ଲିନ୍ ଇମେଜ ବ୍ୟକ୍ତି ବିଜେପିକୁ ଆସୁଛନ୍ତି : ଅନୀଲ ବିଶ୍ୱଳ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button