ରାଜ୍ୟ

ଧମକ ଦେଉଛନ୍ତି ଆଇଜି : ପ୍ରଦୀପ – Ibnodisha

[ad_1]

ଭୁବନେଶ୍ୱର : ପୋଲିସ ନାଁରେ ଗୁରୁତର ଅଭିଯୋଗ କଲେ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍‌ରାହୀଙ୍କ ଆରୋପ । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଧମକ ଦେଉଥିବା ଅଭିଯୋଗ କଲେ । ଜଣେ ପୂର୍ବତନ ଆଇଜି ନେତା ଓ କର୍ମୀଙ୍କୁ ଧମକ ଦେବା ଅଭିଯୋଗ ହେଉଛି । ବିଜେଡି ନଛାଡିବା ପାଇଁ ନେତାମାନଙ୍କୁ ଧମକ ଦେଉଥିବା ଅଭିଯୋଗ ।ବିଜେଡି ସହ ରହିବାକୁ କର୍ମୀମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି । ଏହାକୁ ନିନ୍ଦା କରୁଛି, ଏ ସଂପର୍କରେ ସିିଇଓ ଏବଂ ଇସିଆଇ ଦୃଷ୍ଟି ଦିଅନ୍ତୁ । ପ୍ରଦୀପଙ୍କ ଆରୋପ ନେଇ ବିଜେଡି କିମ୍ବା ପୋଲିସ ବିଭାଗର ପ୍ରତିକ୍ରିୟା ମିଳିନି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button