ଦେଶ
ଗ୍ରୀସ୍ର ଦକ୍ଷିଣ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ – Ibnodisha

[ad_1]
ନୂଆଦିଲ୍ଲୀ : ଗ୍ରୀସ୍ର ଦକ୍ଷିଣ ଅଞ୍ଚଳରେ ଶୁକ୍ରବାର ସକାଳ ସମୟରେ ଭୁକମ୍ପର ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫,୭ ମ୍ୟାଗ୍ନିଚୁଡ଼ ରହିଥିବା ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଇଗୋସର ୫୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପ ହୋଇଛି। ଉପକୂଳରେ ସୁନାମି ହେବାର ସମ୍ଭାବନାକୁ ଅଧିକାରୀମାନେ ଆକଳନ କରିଛନ୍ତି ।
[ad_2]