ଦେଶ

‘ମିଗ୍‌ଜୋମ’ ହେଲା ଭୀଷଣ ବାତ୍ୟା – Ibnodisha

[ad_1]

ବ୍ୟୁରୋ : ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ମିଗ୍‌ଜୋମ’ । ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୮ କିମି ବେଗରେ ଅଗ୍ରସର । ଚେନ୍ନାଇର ପୂବ ଉତ୍ତରପୂର୍ବକୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ । ନେଲୋରରୁ ୧୭୦ ଓ ପୁଡୁଚରୀରୁ ୨୦୦ କିମି ଦୂରରେ ବାତ୍ୟା । ବାପଟ୍‌ଲାରୁ ୩୦୦ ଓ ମଛିଲିପଟନମ ୩୨୦ କିମି ଦୂରରେ ବାତ୍ୟା । ଅଧିକ ଘନୀଭୂତ ହୋଇ କାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ନେଲୋର ଓ ମଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଭୀଷଣ ବାତ୍ୟା ରୂପ ନେଇ ବାପଟ୍‌ଲା ପାଖରେ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୯୦ ରୁ ୧୧୦ କିମି ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button