ରାଜ୍ୟ

ବିଜେଡିର ଜଗତସିଂହପୁର ସଜଡା ଉଦ୍ୟମ ! – Ibnodisha

[ad_1]

ଭୁବନେଶ୍ୱର : ଗୋଷ୍ଠୀ କନ୍ଦଳରେ ଜଡସଡ ଜଗତସିଂହପୁରକୁ ସଜାଡିବକୁ ବିଜେଡିର ଉଦ୍ୟମ । ଜିଲ୍ଲା ସହପର୍ଯ୍ୟବେକ୍ଷକ ଓ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି । ଗିରୀଶ ଚନ୍ଦ୍ର ଦାଶଙ୍କୁ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି । ମୀନକତନ ଅମାତଙ୍କୁ ବାଲିକୁଦା, ମନୋଜ ନାୟକଙ୍କୁ ଜଗତସିଂହପୁର ଦାୟିତ୍ୱ । ସୋଲାର ମିଶ୍ର ତିର୍ତ୍ତୋଲ, ସନ୍ତୋଷ ବେଜ୍ ପାରାଦୀପ ପର୍ଯ୍ୟବେକ୍ଷକ ।

ଚାକିରି ନାଁରେ ଠକେଇ : ୩ ଗିରଫ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button