ରାଜନୀତି

ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି – Ibnodisha

[ad_1]

ଭୁବନେଶ୍ୱର : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ରଘୁନାଥପାଲୀରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । କାକଟପୁରରେ ପୁଣି ତୁଷାରକାନ୍ତିଙ୍କ ଉପରେ ଭରଷା କଲା ବିଜେଡି ।

୧) ରଘୁନାଥପାଲୀ-ଅର୍ଚ୍ଚନା ବେହେରା
୨)ବାଲିକୁଦା ଏରସମା- ସାରଦା ଜେନା
୩)ବରୀ-ବିଶ୍ୱରଂଜନ ମଲ୍ଲିକ
୪)କାକଟପୁର-ତୁଷାରକାନ୍ତି ବେହେରା
୫)ହିନ୍ଦୋଳ-ମହେଶ ସାହୁ
୬)ବାଙ୍ଗୀରପୋଷି- ରଞ୍ଜିତା ମାରାଣ୍ଡି

ବିଜେଡି ତାଲିକା ; କଟିଲା ପ୍ରତିଷ୍ଠାତା ସଦସ୍ୟ ଅମରଙ୍କ ଟିକେଟ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button