ରାଜନୀତି

ନୂଆ ଚହେରା ହେବେ ମୁଖ୍ୟମନ୍ତ୍ରୀ ! – Ibnodisha

[ad_1]

ବ୍ୟୁରୋ : ୩ ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବିଜେପି । ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡକୁ ନେଇ ଜୋରଦାର ଚର୍ଚ୍ଚା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ନୂଆ ଚେହେରା ସାମ୍ନାକୁ ଆସିବେ । ଶିବରାଜ, ରମଣ ଓ ବସୁନ୍ଧରା ଏକପ୍ରକାର ରେସରୁ ଆଉଟ୍ । ୩ ପ୍ରମୁଖ ରାଜ୍ୟରେ କିଏ ଶାସନର ମଙ୍ଗ ଧରିବେ ତାକୁ ନେଇ ଚର୍ଚ୍ଚା । ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପିର ଗୋଟି ଚାଳନା ।

ସାଂସଦ ପଦ ଛାଡିବେ ନିର୍ବାଚିତ ବିଧାୟକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button