ରାଜ୍ୟ
କୋର୍ଟକୁ ଗଲା ୨୨୦ କୋଟିର କୋକେନ୍ – Ibnodisha

[ad_1]
ପାରାଦୀପ : କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର କୋକେନ୍ । କୁଜଙ୍ଗ ଏନ୍ଡିପିଏସ୍ କୋର୍ଟରେ ଦଖଲ କଲା କଷ୍ଟମ ବିଭାଗ । ୨୨ ପ୍ୟାକେଟ୍ର ସଂଗୃହିତ ସାମ୍ପଲ କଷ୍ଟମ ବିଭାଗକୁ ମିଳିଲା । ଏହି ସାମ୍ପଲ ଯାଞ୍ଚ ପାଇଁ ଯିବ ଜାତୀୟ ଫୋରେନସିକ୍ ଲ୍ୟାବ୍ । ଅଧିକ ତଦନ୍ତ ପାଇଁ ଇଣ୍ଟରପିଟର ହାୟର କରୁଛି କଷ୍ଟମ ବିଭଗ ।
ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ
[ad_2]