ରାଜ୍ୟ
ବିଜେପିରେ ମିଶିଲେ ଗୀତାଞ୍ଜଳି – Ibnodisha

[ad_1]
ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ଗୀତାଞ୍ଜଳି ସେଠୀ । କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆସି ବିଜେପିରେ ମିଶିଲେ ଗୀତାଞ୍ଜଳି । ରାଜ୍ୟ ସଭାପତୀ ଓ ପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହେଲେ । ତେବେ କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ଗୀତାଞ୍ଜଳି ।
ବିଜେଡି ଛାଡିଲେ ଗୀତାଞ୍ଜଳି
[ad_2]