ରାଜ୍ୟ

ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ – Ibnodisha

[ad_1]

ଭୁବନେଶ୍ବର: ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ବଦଳି ହୋଇଛି। ଯାଜପୁରରେ ଗ୍ରାମୀଣ ବିକାଶ ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

The post ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button