ଅପରାଧ
ନିଶା ବେପାରୀକୁ ୧୦ ବର୍ଷ ସଜା – Ibnodisha

[ad_1]

ଖୋର୍ଦ୍ଧା : ବ୍ରାଉନସୁଗାର ବେପାରୀକୁ ୧୦ ବର୍ଷ ଜେଲ୍ ଓ ୧ ଲକ୍ଷ ଜରିମାନା । ଦୋଷୀ ରାଜେନ୍ଦ୍ର ପୃଷ୍ଟିକୁ ଜେଲ୍ ଦଣ୍ଡାଦେଶ ଦେଲେ ଏଡିଜେ-୨ । ୨୩୭ ଗ୍ରାମ୍ ବ୍ରାଉନସୁଗର ସହ ରାଜନ୍ଦ୍ରକୁ ଧରିଥିଲା ଅବକାରୀ ବିଭାଗ ।
କାହା ପ୍ରଚାର ପାଇଁ ଆସିଥିଲେ କାମିୟା : ଅନୀଲ ବିଶ୍ୱାଳ
The post ନିଶା ବେପାରୀକୁ ୧୦ ବର୍ଷ ସଜା appeared first on ONA KHABAR.
[ad_2]




