ରାଜ୍ୟ

ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଜବତ – Ibnodisha

[ad_1]

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ଦନ୍ତେୱାଡା ସୀମାବର୍ତ୍ତୀ ତୁମକପାଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ। ଡିଆରଜି ଜବାନ ଏବଂ ବସ୍ତର କୋମାଣ୍ଡଙ୍କ ମିଳିତ ଅପରେସନ ବେଳେ ଜବାନଙ୍କ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଟପ ମାଓବାଦୀ ସୋମା ମାଣ୍ଡବି, ଲକ୍ଷ୍ମଣ କୁରାମି ସମେତ ୩ ମାଓବାଦୀ ପୋଲିସ ଏନକାଉଣ୍ଟରରେ ମୃତ। ଏମାନଙ୍କ ନାଁରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସର୍ଚ୍ଚ ଅପରେସନ ବେଳେ ୩ ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button