ରାଜ୍ୟ
ଏହା ଲୋକତନ୍ତ୍ର ଆଉ ଏଠାରେ ସମସ୍ତଙ୍କର କହିବାର ଅଧିକାର ଅଛି : ଅମିତ ଶାହା – Ibnodisha

[ad_1]
ଭୁବନେଶ୍ୱର: ଉଚ୍ଛେଦ ହେବ ବ୍ରିଟିଶ ଅମଳର ରାଜଦ୍ରୋହ ଅପରା ସଜା । ରାଜଦ୍ରୋହ ହଟିଯିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୂଚନା ରହିଛି । ଏହା ଲୋକତନ୍ତ୍ର ଆଉ ଏଠାରେ ସମସ୍ତଙ୍କର କହିବାର ଅଧିକାର ଅଛି ବୋଲି କହିଛନ୍ତି ଅମିତ ଶାହା ।
ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶିଦଣ୍ଡ
[ad_2]




