ରାଜନୀତି

ଆଦିବାସୀଙ୍କୁ ପକ୍କା ଘର ଦେବ କେନ୍ଦ୍ର – Ibnodisha

[ad_1]

ନୂଆଦିଲ୍ଲୀ : ଆଦିବାସୀଙ୍କୁ ପକ୍କା ଘର ସହ ମୌଳିକ ସୁବିଧା ଦେବେ ମୋଦି ସରକାର । ସୂଚନା ଦେଲ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବେ ବି ଅନେକ ଆଦିମ ଜନଜାତି ମୌଳିକ ସୁବିଧାରୁ ବଞ୍ôଚତ । ଜନଜାତିଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତରୀ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପକ୍କା ଘର, ଗମନାଗମନା ସହ ମୌଳିକ ସୁବିଧା ଦିଆଯିବ । ଏନେଇ କେନ୍ଦ୍ର ସରକାରଙ୍କର ୯ଟି  ବିଭାଗ ଯୋଜନା ପ୍ରସ୍ତୁତ କରିଛି ।

ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button