ରାଜ୍ୟ

ଅବସର ନେବେ ସୁନୀଲ ବଂଶଲ – Ibnodisha

[ad_1]

ଭୁବନେଶ୍ବର: ଆଜି ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳର ଶେଷ ଦିନ । ଆଜି ଅବସର ନେଉଛନ୍ତି ସୁନୀଲ । ଅରୁଣ ଷଡ଼ଙ୍ଗୀ ହେବେ ଅନ୍ତରୀଣ DGP । ପୋଲିସ ଡିଜି ଦାୟିତ୍ବରେ ରହିବେ ଅରୁଣ ।

୧୯୯୦ ବ୍ୟାଚ ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଅଛନ୍ତି । ନିୟମିତ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅରୁଣ । ତାଳଚେର SDPO ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ SP ଥିଲେ ଅରୁଣ ଷଡ଼ଙ୍ଗୀ । ଏହାସହ ଭୁବନେଶ୍ବର ଓ ରାଉରକେଲା SP ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଆଇଜି ଆଇନଶୃଙ୍ଖଳା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button