ରାଜ୍ୟ

ତାଲିମ ବେଳେ ଟଳିପଡ଼ିଲେ ଗୃହରକ୍ଷୀ – Ibnodisha

[ad_1]

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସରେ ବୁଧବାର ଏକ ଅଘଟଣ ଘଟିଛି । ତାଲିମ ବେଳେ ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି । ମୃତ ଗୃହରକ୍ଷୀଙ୍କ ନାମ ବାସୁଦେବ ମାନସିଂହ ବୋଲି ଜଣାପଡ଼ିଛି । ରିଫ୍ରେସର କୋର୍ସ ପାଇଁ ତାଲିମ ଦିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଏନେଇ ସହିଦନଗର ଥାନା ପୁଲିସ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, ବାସୁଦେବ ଏୟାରଫିଲ୍ଡ ଥାନାରେ କାର୍ଯ୍ୟରତ ଥିଲେ ।

ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button