ଅପରାଧ
ନାବାଳିକାର ବେକ କାଟିଲା ପାଗଳ – Ibnodisha

[ad_1]
ଦଶପଲ୍ଲା : ପାଗଳର ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର । ବାଣୀଗୋଛା ଥାନା ମିତିଗଡୁ ଗାଁରେ ପାଗଳର ଉନ୍ମୁତ୍ତକାଣ୍ଡ । ଟାଙ୍ଗିଆରେ ନାବାଳିକାକୁ ଆକ୍ରମଣ, ବେକରେ ଗଭୀର ଆଘାତ । ଗୁରୁତର ଅବସଥାରେ ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ଥାନାରେ ଅଟକ ।
ଘାଟିରେ ଓଲଟିଲା ଟ୍ରକ୍; ଗାଡ଼ି ସହ ଜଳିଗଲେ ଡ୍ରାଇଭର
[ad_2]




